ରାଜ୍ୟରେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଫସଲହାନି ଆଶଙ୍କା ଦେଖାଦେଇଛି। ଏବେଠାରୁ ମରୁଡି ପରିସ୍ଥିତି ଉପୁଜିଲାଣି। ମୌସୁମି ଦୁର୍ବଳ ହେଉଥିବାରୁ ରାଜ୍ୟରେ ବର୍ଷା ପ୍ରାୟ ନାହିଁ। ଚାଷ କାର୍ଯ୍ୟ ପାଇଁ ପରିସ୍ଥିତି ଏବେ ଉଦବେଗଜନକ। ଚାଷ ଜମିରେ ପାଣି ଅଭାବ ଯୋଗୁଁ ରୁଆ ବେଉଷା ଆଗେଇ ପାରୁନାହିଁ। ଜମି ଫାଟି ଆଁ କଲାଣି।
#FarmersProblem #DroughtSituation #rainfall #monsoon #Odisha #ArgusNews